ବନ୍ୟା ପାଣି ବସ୍ତିରେ ପଶିବାରୁ ଚାରି ଦିନ ହେବ ଧବଳେଶ୍ଵର ଗଡା ବସ୍ତିର 50ରୁ ଉର୍ଦ୍ଧ୍ବ ପରିବାର ପାଇଁ ରାସ୍ତା ଏବେ ପାଲଟିଛି ସୁରକ୍ଷିତ ସ୍ଥାନ। ପ୍ରଶାସନ କେବଳ ବିସ୍କୁଟ ଚୁଡା ଦେଉଥିବା ବେଳେ ଜରିପାଲ ଖଣ୍ଡେ ଦେଉ ନଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା। ବର୍ଷା ହେଲେ କିପରି ରହିବେ ବୋଲି ପ୍ରଶ୍ନ କରିଛନ୍ତି ଲୋକେ।
#Cuttack #dhabaleswar #OdishaFlood #odishafloodnews #Odisha #ArgusNews